Breaking PLUSଖେଳଦେଶଦେଶ ବିଦେଶ

ଏସିଆ କପ ଫାଇନାଲରେ ଭାରତ

ପାକିସ୍ତାନ ବିରୁଦ୍ଧରେ ଭାରତ ଦମଦାର ବିଜୟ ଲାଭ କରିବା ପରେ ପୁଣି ଟିମ ଇଣ୍ଡିଆ ଉନ୍ନତ ପ୍ରଦର୍ଶନ କରିଛି। ଗତକାଲି ଏସିଆ କପ୍ ସୁପର୍-୪ରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରି ଫାଇନାଲରେ ପହଂଚିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୧୪ ରନ କରିଥିବା ବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ସମସ୍ତ ୱିକେଟ ହରାଇ ୧୭୨ ରନ ସ୍କୋର କରିଥିଲା।

Show More

Related Articles

Back to top button