Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ସବରେଜିଷ୍ଟାର

ଭୁବନେଶ୍ୱର, 13 ଡିସେମ୍ବର – ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ନୟାଗଡ ସବ ରେଜିଷ୍ଟାର ଶାଶ୍ୱତ କୁମାର ପଟ୍ଟନାୟକ । ଶାଶ୍ୱତଙ୍କର ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଏହି ରେଡ୍‌ରେ 8ଜଣ ଡିଏସପି, 6ଜଣ ଇନସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ଅଛନ୍ତି । ଶାଶ୍ୱତଙ୍କର ନୟାଗଡ ଓ କେନ୍ଦ୍ରାପଡା ସ୍ଥିତ 6ଟି ସ୍ଥାନରେ ତାଙ୍କ ବାସଭବନ ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

Show More

Related Articles

Back to top button