Breaking PLUSଓଡ଼ିଶାମୁଖ୍ୟ ଖବର

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧା ଅଞ୍ଚଳରୁ ଏତେ ପରିମାଣର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧା ଅଞ୍ଚଳରୁ ଏତେ ପରିମାଣର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରୁଛି ଏସଟିଏଫ୍ । ଏତେ ପରିମାଣର ବ୍ରାଉନସୁଗର ସେମାନ ଆଣିଲେ କେଉଁଠୁ ? ରାଜ୍ୟର କେଉଁ ସବୁ ସ୍ଥାନକୁ ଚାଲାଣ କରୁଥିଲେ ? କିଏ ବ୍ରାଉନସୁଗର ରାକେଟର ମାଷ୍ଟରମାଇଣ୍ଡ ? ଏହି କାମରେ ଆଉ କେଉଁମାନେ ସାମିଲ ଅଛନ୍ତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଗିରଫ ଅଭିଯୁକ୍ତଙ୍କ ପାଖରୁ ବାହାର କରୁଛି ଏସଟିଏଫ୍ । ବିଶେଷ ସୂତ୍ରରୁ ଖବର ପାଇଁ ଚଢ଼ାଉ ବେଳେ ଏସଟିଏଫକୁ ଏହି ସଫଳତା ମିଳିଛି ।

Show More

Related Articles

Back to top button