Breaking PLUSଓଡ଼ିଶାମୁଖ୍ୟ ଖବର

ଘାତକ ହେଉଛି କରୋନା, ରାଜ୍ୟରେ ଆଜି ଆଉ ୮ ଜଣଙ୍କ ଜୀବନ ନେଲା କରୋନା

ଘାତକ ହେଉଛି ମହାମାରୀ । ରାଜ୍ୟରେ ସଂକ୍ରମଣ ସହ ବଢିଛି ଦୈନିକ ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆଉ ୮ ଜୀବନ ନେଇଛି । ଏମାନଙ୍କ ଭିତରେ ଅଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ ।

ଘାତକ ହେଉଛି ମହାମାରୀ । ରାଜ୍ୟରେ ସଂକ୍ରମଣ ସହ ବଢିଛି ଦୈନିକ ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆଉ ୮ ଜୀବନ ନେଇଛି । ଏମାନଙ୍କ ଭିତରେ ଅଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ । ସେହିପିର ବାଲେଶ୍ୱର, ବରଗଡ଼, ଭଦ୍ରକ, ନୂଆପଡ଼ା ବଲାଙ୍ଗିର ଓ କଟକ ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯ଶହ ୮୧କୁ ବୃଦ୍ଧି ପାଇଛି ।

Show More

Related Articles

Back to top button