Breaking PLUSଓଡ଼ିଶାମୁଖ୍ୟ ଖବର

କଳାହାଣ୍ଡି ଗସ୍ତରେ ରାଜ୍ୟ ପୋଲିସ ଡିଜିପି ଅଭୟ

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସମେତ ସ୍ପେଶାଲ ଡିଜିପି ସିଆରପିଏଫ କୁଲଦୀପ ସିଂହ, ଡାଇରେକ୍ଟର ଇଣ୍ଟେଲଜଜେନ୍ସ ଆର.କେ.ଶର୍ମା, ଆଇଜି ଅପ୍ରେସନ ଏ . ଠାକୁର, ଅନ୍ୟ ପୁଲିସ ଉଚ୍ଚ ଅଧିକାରୀ ଏବଂ ସିଆରପିଏଫର ଉଚ୍ଚ ଅଧିକାରୀ ମାନେ ଦିନିକିଆ କଳାହାଣ୍ଡି ଗସ୍ତରେ

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସମେତ ସ୍ପେଶାଲ ଡିଜିପି ସିଆରପିଏଫ କୁଲଦୀପ ସିଂହ, ଡାଇରେକ୍ଟର ଇଣ୍ଟେଲଜଜେନ୍ସ ଆର.କେ.ଶର୍ମା, ଆଇଜି ଅପ୍ରେସନ ଏ . ଠାକୁର, ଅନ୍ୟ ପୁଲିସ ଉଚ୍ଚ ଅଧିକାରୀ ଏବଂ ସିଆରପିଏଫର ଉଚ୍ଚ ଅଧିକାରୀ ମାନେ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା ସ୍ଥିତ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ କଳାହାଣ୍ଡି, ରାୟଗଡା, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାରେ ମାଓବାଦୀ ଗତିବିଧି ଓ କାର୍ଯ୍ୟକଳାପ ଉପରେ ସମୀକ୍ଷା କରିଛନ୍ତି ।

Show More

Related Articles

Back to top button