Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ସ୍ପେଶାଲ ପ୍ଲାନିଂ ଅଫିସର

ଭିଜିଲାନ୍ସ ପଞ୍ଝାରେ ସ୍ପେଶାଲ ପ୍ଲାନିଂ ଅଫିସର । ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅଫିସର ଜୀବାଦିଶ ପାତ୍ରଙ୍କ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଛି। ଏକା ସାଙ୍ଗରେ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି ।

ଭିଜିଲାନ୍ସ ପଞ୍ଝାରେ ସ୍ପେଶାଲ ପ୍ଲାନିଂ ଅଫିସର । ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅଫିସର ଜୀବାଦିଶ ପାତ୍ରଙ୍କ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଛି। ଏକା ସାଙ୍ଗରେ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ସ୍ପେଶାଲ ପ୍ଲାନିଂ ଅପିସର ଜୀବାଦିଶ ପାତ୍ରଙ୍କ ଘରେ ଚଢାଉ ହୋଇଛି । ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍‌ ଏକାସାଙ୍ଗେ ସମ୍ବଲପୁର, ବଲାଙ୍ଗୀର ଓ ସୋନପୁରରେ ଚଢାଉ କରିଛି । ବଲାଙ୍ଗୀର ଅଫର୍ଶପଡ଼ା ସ୍ଥିତି ନିଜ ବାସଭବନ, ତାଙ୍କ ପୁତୁରାଙ୍କ ବାସଭବନ, ଫୁଇଂତଳା ବ୍ଲକ ସିକାବେହେଙ୍ଗା ସ୍ଥିତ ଜୀବାଦିଶଙ୍କ ପୈତୃକ ବାସଭବନରେ ରେଡ଼୍‌ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି , ତାହା ସ୍ପଷ୍ଟ ସୂଚନା ମିଳିନାହିଁ ।

Show More

Related Articles

Back to top button