Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସାମ୍ବାଦିକ ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା

ନଭେମ୍ବର 7ରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଇବେ କୋର୍ଟ

ନୂଆଦିଲ୍ଲୀ-ଟିଭି ସାମ୍ବାଦିକ ସୌମ୍ୟ ବିଶ୍ୱନାଥନ ହତ୍ୟା ମାମଲାର ଶୁଣାଣି କରି ଦିଲ୍ଲୀର ସାକେତ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଅତିରିକ୍ତ ସେସନ୍ସ ଜଜ ରବୀନ୍ଦ୍ର କୁମାର ପାଣ୍ଡେ ନଭେମ୍ବର 7ରେ ରାୟ ଶୁଣାଇବେ ।
ଅକ୍ଟୋବର 18ରେ କୋର୍ଟ ମାମଲାର ଶୁଣାଣି କରି 4ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସୌମ୍ୟାଙ୍କ ହତ୍ୟା ଓ ମକୋକା ମାମଲାରେ 4ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଜଣେ ଅଭିଯୁକ୍ତ କେବଳ ମକୋକାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । 2008 ମସିହା ସେପ୍ଟେମ୍ବର 30ରେ ସୌମ୍ୟ ତାଙ୍କ ଅଫିସରୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା ।

Show More

Related Articles

Back to top button