Breaking PLUSଦେଶମୁଖ୍ୟ ଖବର

ଗୁଲମାର୍ଗ ସହିତ ଉଚ୍ଚ ସ୍ଥାନରେ ବରଫପାତ

ଶ୍ରୀନଗର, 2 ମାର୍ଚ୍ଚ – ଜମ୍ମୁ-କଶ୍ମୀରର ସମତଳ ଅଂଚଳରେ ଲଗାତର ବର୍ଷା ହେଉଛି । ଅନ୍ୟପଟେ ଗୁଲମାର୍ଗ ସହିତ ଅନ୍ୟ ଉଚ୍ଚ ସ୍ଥାନରେ ତାଜା ବରଫପାତ ହେଉଥିବା ରେକର୍ଡ ହୋଇଛି । ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଗତ 24ଘଣ୍ଟାରେ ଶନିବାର ସକାଳ 8.30 ଯାଏ ଶ୍ରୀନଗରରେ 20.5 ମିମି ବର୍ଷା, କାଜିଂଗୁଡରେ 45.4 ମିମି, ପହଲଗାମରେ 27.5 ମିମି, କୁପୱାଡାରେ 16.6 ମିମି, କୋକରନାଗରେ 30.4, ଜମ୍ମୁରେ 6.7 ମିମି, ବନିହାଲରେ 74.42 ମିମି, ବଟୋତରେ 41.9 ମିମି, କଟରାରେ 9.0 ମିମି, ଭଦ୍ରବାହରେ 55.4 ମିମି ବର୍ଷା ହୋଇଛି । ଅନ୍ୟପଟେ ଗୁଲମାର୍ଗରେ 38.1 ସେମି ବରଫପାତ ହୋଇଛି ।

Show More

Related Articles

Back to top button