ଓଡ଼ିଶାମନୋରଞ୍ଜନ

ଓଡ଼ିଶା ପାଇଁ ଗୌରବ ଆଣିଲେ ସ୍ନେହାଶ୍ରୀ

ଓଡ଼ିଆ ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଉଁଟିଛନ୍ତି ଭୁବନେଶ୍ୱର ଓଲ୍ଡଟାଉନ୍ ଝିଅ ସ୍ନେହାଶ୍ରୀ । ସ୍ନେହାଶ୍ରୀ ମିସ୍ ଲିଟିଲ୍ କ୍ୱିନ୍ ରାମ୍ପ ଟାଇଟଲ୍ ଜିତିଛନ୍ତି । ମାଲେସିଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଗ୍ଲୋବାଲ ୨୦୨୦ ବିଜେୟୀ ହୋଇଛନ୍ତି ।

ଓଡ଼ିଆ ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଉଁଟିଛନ୍ତି ଭୁବନେଶ୍ୱର ଓଲ୍ଡଟାଉନ୍ ଝିଅ ସ୍ନେହାଶ୍ରୀ । ସ୍ନେହାଶ୍ରୀ ମିସ୍ ଲିଟିଲ୍ କ୍ୱିନ୍ ରାମ୍ପ ଟାଇଟଲ୍ ଜିତିଛନ୍ତି । ମାଲେସିଆରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଗ୍ଲୋବାଲ ୨୦୨୦ ବିଜେୟୀ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦ ପ୍ରତିଯୋଗି ଭାଗ ନେଇଥିଲେ ସେମାନଙ୍କୁ ପଛରେ ପକାଇ ସ୍ନେହାଶ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶର ଆଗ୍ରାରେ ଅନୁଷ୍ଠିତ ହୋଇଥିବା ମଲ୍ଲିକା-ଇ-ତାଜ୍ ୨୦୨୦ ରେ ସ୍ନେହାଶ୍ରୀ ପ୍ରଥମ ରନର୍ସଅଫ ହୋଇଥିଲେ ।  ନବ କିଶୋର ସାହୁ ଓ ରତ୍ନ ମଞ୍ଜରୀ ସାହୁଙ୍କ ଝିଅ ହେଉଛନ୍ତି ସ୍ନେହାଶ୍ରୀ । ସେ ଏବେ ଗୌରୀ ଶଙ୍କର ଇଂରାଜି ମିଡିଅମ ସ୍କୁଲର ଅଷ୍ଠମ ଶ୍ରେଣୀ ଛାତ୍ରୀ ।

 

Show More

Related Articles

Back to top button