Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ସ୍ମୃତି ପଟ୍ଟନାୟକ

ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ସ୍ମୃତି ପଟ୍ଟନାୟକ ନୂଆ ଦାୟିତ୍ୱ ନେଇଛନ୍ତି । ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ରାଜ୍ୟ କାର୍ଯାଳୟରେ ଆନୁଷ୍ଠନିକ ଭାବେ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ ମହିଳାମାନେ ରାଜ୍ୟରେ ସୁରକ୍ଷିତ ନାହାନ୍ତି । ପ୍ରତିଦିନ ମହିଳାମାନଙ୍କ ସହ ଅସଦାଚରଣ ହେଉଛି । ଅନେକ ଯୋଜନା ମହିଳା ମାନଙ୍କ ପାଇଁ ଅଛି କିନ୍ତୁ ସେମାନଙ୍କ ପାଖରେ ସବୁ ସୁବିଧା ପହଞ୍ଚି ପାରୁନି ଏହି ପରୀପ୍ରେକ୍ଷୀରେ ଆଗକୁ ମହିଳା ସଂଗଠନକୁ ଦୃଢ କରିବା ସହ ସଶକ୍ତ କରିବା ।ମହିଳା ଓ ନାବାଳିକା ସୁରକ୍ଷା ଯୋଗାଇବା ଦିଗରେ କାର୍ଯ୍ୟ କରିବା ସହ ମୋଦି ସରକାରଙ୍କ ମହିଳା କଲ୍ୟାଣ ଯୋଜନାଗୁଡ଼ିକ ରାଜ୍ୟର ମହିଳା ମାନଙ୍କ ପାଖରେ କପରି ପହଞ୍ଚି ପାରିବ ସେ ଦିଗରେ ଧ୍ୟାନ ଦିଆଯିବ ।

Show More

Related Articles

Back to top button