Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ-ପାକ୍ ସୀମାରୁ ଗିରଫ ହେଲେ ୬ ପାକିସ୍ତାନୀ ସୈନ୍ୟ

ବିଭିନ୍ନ ବାହ୍ୟଶତ୍ରୁ ଠାରୁ ଦେଶକୁ ରକ୍ଷା କରିବା ପାଇଁ ଭାରତୀୟ ଯବାନମାନେ ସବୁବେଳେ ସଜାଗ ହୋଇରହିଛନ୍ତି । ତେବେ ଏହାରି ଭିତରେ ଯବାନଙ୍କ କଡ଼ା ସୁରକ୍ଷା ଫଳରେ ପଞ୍ଜାବର ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୨୦ରୁ ୨୧ ବର୍ଷ ବୟସ୍କ ୬ ପାକିସ୍ତାନୀ ଯବାନଙ୍କୁ ବିଏସଏଫ ଯବାନ ଗିରଫ କରିଥିବା ସୂଚନା ମିଳିଛି ।

ତେବେ ଗିରଫ ୬ ପାକିସ୍ତାନୀଙ୍କୁ ଗୁଇନ୍ଦା ବିଭାଗର ଅଧିକାରୀମାନେ କିଛି ମନ୍ଦ ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ପହଁଚିଥିଲେ ନା ନାହିଁ ତାହା ଜାଣିବାକୁ ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛନ୍ତି । ସେମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୀମାରେ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button