Breaking PLUSଦେଶମୁଖ୍ୟ ଖବର

ଯେକୌଣସି ମୁହୂର୍ତ୍ତରେ ବାହାରିପାରନ୍ତି ଶ୍ରମିକ

ଉତ୍ତରକାଶୀ: ଦୀପାବଳି ଦିନଠାରୁ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଯେକୌଣସି ମୁହୂର୍ତ୍ତରେ ବାହାରକୁ ବାହାରିପାରନ୍ତି। ଟନେଲ ଭିତରେ ମେଡିକାଲ ଟିମ୍‌ ପହଞ୍ଚି ସାରିଛି ଏବଂ ସେଠାରେ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କ ପରିବାର ସଦସ୍ୟ ମଧ୍ୟ ଟନେଲ୍‌ ନିକଟରେ ଅପେକ୍ଷା କରି ରହିଛନ୍ତି। ଇତି ମଧ୍ୟରେ ଏନଡିଏମଏ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାନ୍ତ) ସୈୟଦ ଅତା ହସମ୍ୟାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ସଫଳତାର ଖୁବ୍‌ ନିକଟତର।

Show More

Related Articles

Back to top button