Breaking PLUSଦେଶମୁଖ୍ୟ ଖବର

କାଶୀରେ ସିକିମ ମୁଖ୍ୟମନ୍ତ୍ରୀ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

ବାରଣାସୀ, 15 ଡିସେମ୍ବର – ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ଦିନ ବାରଣାସୀ ଗସ୍ତ କରିଛନ୍ତି । ବାବତପୁର ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ବିଜେପିର କ୍ଷେତ୍ରୀୟ ଅଧ୍ୟକ୍ଷ ଦିଲ୍ଲୀପ ପଟେଲଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ଢୋଲ ବଜାଇ ମୁଖ୍ୟମନ୍ତ୍ରୀ ତମାଙ୍ଗ ସ୍ୱାଗତ କରିଥିଲେ ।

Show More

Related Articles

Back to top button