ଦେଶମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

‘ବେଧଡ଼କ୍‌’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶନାୟା କପୁର

‘ବେଧଡ଼କ୍‌’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶନାୟା କପୁର । ଆଗକୁ ଆସୁଛି ଶଶାଙ୍କ ଖୈତାନଙ୍କ ‘ବେଧଡ଼କ୍‌’। କ୍ୟାରିଅର୍‌ର ପ୍ରଥମ ଫିଲ୍ମ ‘ବେଧଡ଼କ୍‌’ର ସୁଟିଂ ଆରମ୍ଭ କରିବେ ଶନାୟା।ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ଗୁରଫତେ ପୀର୍‌ଜାଦା ଓ ଲକ୍ଷ୍ୟ ଲାଲୱାନି ।

ତେବେ ଏନେଇ ଏକ ସାକ୍ଷାତକାରରେ କହିଛନ୍ତି ଯେ,ଫିଲ୍ମକୁ ନେଇ ସେ ଖୁବ୍‌ ଉତ୍ସାହିତ ଥିବାବେଳେ ନର୍ଭସ୍‌ ମଧ୍ୟ ଅଛନ୍ତି।ପିଲାଦିନର ସ୍ୱପ୍ନକୁ ସତ କରିବାର ବହୁତ ନିକଟତର ହୋଇଛନ୍ତି ଶନାୟା।ସହ କଳାକାରଙ୍କ ସହ ବ୍ୟାପକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି।ଶନାୟା କହନ୍ତି, ମୁଁ ଯେତିକି ନର୍ଭସ୍‌, ସେତିକି ଉତ୍ସାହିତ।ନର୍ଭସ୍‌ ହେବାର କାରଣ,ଏହା କେବଳ ମୋର ପ୍ରଥମ ଫିଲ୍ମ ନୁହେଁ, ଏକ ସୁଦୀର୍ଘ ଓ ବହୁମୁଖୀ କ୍ୟାରିଅର୍‌ ଅଭିମୁଖେ ମୋର ପ୍ରଥମ ସିଡ଼ି । ଉତ୍ସାହିତ ଏଥିପାଇଁ ଯେ ପିଲାଦିନର ସ୍ୱପ୍ନ ମୋର ଖୁବ୍‌ଶୀଘ୍ର ସତ ହେବାକୁ ଯାଉଛି।

 

Show More

Related Articles

Back to top button