Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

ବଲିଉଡରେ ଆରମ୍ଭ ହୋଇଛି ଆଉ ଏକ ବିବାଦ। ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଆଣିଛନ୍ତି ଯୌନ ଶୋଷଣର ଅଭିଯୋଗ।

ମୁମ୍ବାଇ : ବଲିଉଡରେ ଆରମ୍ଭ ହୋଇଛି ଆଉ ଏକ ବିବାଦ। ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଆଣିଛନ୍ତି ଯୌନ ଶୋଷଣର ଅଭିଯୋଗ। ଏ ନେଇ ପାୟଲ ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ନ୍ୟାୟ ପାଇଁ ନିବେଦନ କରିଥିଲେ । ତେବେ ଆଜି ସେ ଅନୁରାଗ କାଶ୍ୟପ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିନେତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଅନୁରାଗ କାଶ୍ୟପ ଅନେକ ଟ୍ୱିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହା ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ।

Show More

Related Articles

Back to top button