Breaking PLUSଓଡ଼ିଶାମୁଖ୍ୟ ଖବର

ବରଗଡରେ ପୁଣି ମୁଣ୍ଡ ନେଲା ସ୍କ୍ରବ ଟାଇଫସ୍

ଭୁବନେଶ୍ୱର- ପଶ୍ଚିମ ଓଡ଼ିଶାରେ ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ୍ । ବରଗଡରେ ଜଣେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ 7 ମୁଣ୍ଡ ନେଇଛି ସ୍କ୍ରବ ଟାଇଫସ । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ ଡିପିଏଚଓ ସାଧୁଚରଣ ଦାଶ

Show More

Related Articles

Back to top button