ଦେଶ ବିଦେଶବାଣିଜ୍ୟ

ଉନ୍ମୋଚିତ ହେଲା ରୟାଲ ଏନଫିଲ୍‌ଡର ମିଟିଅର ୩୫୦

ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧ ଲକ୍ଷ ୭୬ ହଜାର ଟଙ୍କାରୁ ଆରମ୍ଭ ହୋଇଛି

ବହୁ ପ୍ରତୀକ୍ଷିତ ରୟାଲ ଏନଫିଲ୍‌ଡ ମିଟିଅର ୩୫୦ର ଉନ୍ମୋଚନ ଆଜି ଭାରତରେ କରାଯାଇଛି। ଏହାର ଏକ୍ସ ସୋରୁମ୍ ମୂଲ୍ୟ ୧ ଲକ୍ଷ ୭୬ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ୩ଟି ଭାରିଆଣ୍ଟରେ ଏହି ନୂଆ ମିଟିଅର ଉପଲବ୍ଧ ହେବ।

ସେଗୁଡ଼ିକ ହେଲା ମିଟିଅର ୩୫୦ ଫାୟାରବଲ। ମିଟିଅର ୩୫୦ ଷ୍ଟେଲାର ଏବଂ ମିଟିଅର ୩୫୦ ସୁପରନୋଭା। ଏଗୁଡ଼ିକର ଏକ୍ସ ସୋରୁମ୍ ମୂଲ୍ୟ ଯଥାକ୍ରମେ ୧,୭୫,୮୨୫ ଟଙ୍କା, ୧,୮୧,୩୪୨ ଟଙ୍କା ଏବଂ ୧,୯୦,୫୩୬ ଟଙ୍କା ରହିଛି।

Show More

Related Articles

Back to top button