Breaking PLUSଦେଶମୁଖ୍ୟ ଖବର

ବିଶ୍ୱକପ ଫାଇନାଲରେ ପରାଜୟ ଦୁଃଖରୁ ବାହାରିବା ମୋ ପାଇଁ କଠିନ ଥିଲା- ରୋହିତ ଶର୍ମା

ନୂଆଦିଲ୍ଲୀ, 13 ଡିସେମ୍ବର – ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନଭେମ୍ବର 19ରେ ଆଇସିସି ଏକଦିବସୀୟ ବିଶ୍ୱକପ ଫାଇନାଲରେ ପରାଜୟ ପରେ ପ୍ରଥମ ଥର ଖୋଲିକରି ନିଜର ପ୍ରତିକ୍ରିୟା ରଖିଛନ୍ତି କ୍ୟାପଟେନ ରୋହିତ ଶର୍ମା । ରୋହିତ ଶର୍ମା ସ୍ୱୀକାର କରିଛନ୍ତି ଯେ, ପରାଜୟରୁ ବାହାରିବା ତାଙ୍କ ପାଇଁ କଠିନ ଥିଲା । ଫାଇନାଲ ମୁକାବିଲାରେ ରୋହିତ ପ୍ରଥମ ଦଶ ଓଭରରେ ଭାରତକୁ ଦ୍ରୁତ ଆରମ୍ଭ ଦେଇଥିଲେ । ରୋହିତ ମାତ୍ର 31ଟି ବଲ୍‌ରେ 47 ରନ କରିଥିଲେ । ପ୍ରଥମ ପାୱାର ପ୍ଲେର ଶେଷରେ ଭାରତ 80 ରନ୍ କରିଥିଲା ।

Show More

Related Articles

Back to top button