Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଆଘାତ ସମସ୍ୟା ପାଇଁ ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ରୋଜର ଫେଡେରର

ଟୋକିଓ ଅଲିମ୍ପିକ୍ସରୁ ଆଜି ଟେନିସ ଷ୍ଟାର ରୋଜର ଫେଡେରର ଓହରି ଯାଇଛନ୍ତି । ପୂର୍ବରୁ ସ୍ପେନର ରାଫେଲ ନାଡାଲ ମଧ୍ୟ ଏହି କ୍ରୀଡା ମହାକୁମ୍ଭରୁ ନିଜକୁ ଦୂରେଇ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେମାନେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ସର୍ବିୟାର ନୋଭାକ ଜୋକୋଭିଚଙ୍କ ମଧ୍ୟ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି ।

ଟୋକିଓ ଅଲିମ୍ପିକ୍ସ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବା ସର୍ବଦା ମୋ ପାଇଁ ଗର୍ବର ବିଷୟ ବୋଲି ଫେଡେରର କହିଛନ୍ତି । ମାତ୍ର ଆଘାତ ସମସ୍ୟା ଯୋଗୁ ଚଳିତ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରୁ ନାହିଁ ବୋଲି ଏହି ଟେନିସ ଷ୍ଟାରଜଣକ ଦୁଃଖର ସହ କହିଛନ୍ତି ।

Show More

Related Articles

Back to top button