Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

କୋଇଲା ସ୍କାମ୍ ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି, ଅକ୍ଟୋବର ୨୬କୁ ଘୁଞ୍ଚିଲା ମାମଲାର ପରବର୍ତ୍ତୀ ଶୁଣାଣି

କୋଇଲା ସ୍କାମ ଦୁର୍ନୀତି, ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ହେବାକୁ ଥିବା ଦଣ୍ଡ ବିଧାନ ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଲା

କୋଇଲା ସ୍କାମ ଦୁର୍ନୀତି, ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ହେବାକୁ ଥିବା ଦଣ୍ଡ ବିଧାନ ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଲା । ବେଆଇନ କୋଲ ଆବଣ୍ଟନ ମାମଲାରେ ଦିଲୀପଙ୍କୁ ଗତ ୬ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।

Show More

Related Articles

Back to top button