Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ମାସରୁ ଆରମ୍ଭ ହେବ କଡାକଡି ଚେକିଂ – ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ବେପରୁଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ ।  ପ୍ରାୟତଃ ଜାନୁଆରୀ ମାସଠୁ ପୁଣି ଥରେ ହେବ କଡ଼ାକଡ଼ି ଚେକିଂ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଛନ୍ତି ।

ବେପରୁଆ ଗାଡି ଚାଳକଙ୍କୁ ଆଉ ନିସ୍ତାର ନାହିଁ ।  ପ୍ରାୟତଃ ଜାନୁଆରୀ ମାସଠୁ ପୁଣି ଥରେ ହେବ କଡ଼ାକଡ଼ି ଚେକିଂ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଛନ୍ତି ।

ଦୁଇ ଚକିଆ ଯାନରେ ପଛରେ ବସୁଥିବା ଲୋକ ହେଲେମେଟ ପିନ୍ଧିବା ପ୍ରସଙ୍ଗରେ ଜଣାଇଛନ୍ତି ଯେ ବର୍ତ୍ତମାନ ଚେକିଂ ସହ ଲୋକମାନଙ୍କୁ ସଚେତନ କରାଯାଉଛି ।  ୨୦୧୯ରୁ କେନ୍ଦ୍ର ସରକାର ଏହି ଆଇନ ଆଣିସାରିଛନ୍ତି କିନ୍ତୁ କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର  ସୁପ୍ରିମକୋର୍ଟଙ୍କ କମିଟି ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକଣାକୁ କଡାକାଡି କରିବାକୁ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button