Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶୀ

ଦୁଷ୍କର୍ମ ପୀଡିତାଙ୍କୁ ମିଳିବ ନ୍ୟାୟ

ନ୍ୟାୟ ପାଇବେ ଦୁଷ୍କର୍ମ ପୀଡ଼ିତା । ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶିଦଣ୍ଡ । ଭାରତୀୟ ଆଇନ୍‌ ବ୍ୟବସ୍ଥାରେ ସଂସ୍କାର ଆଣାଯିବା ନେଇ କୁହାଯାଇଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ତା କରାଯିବ । ଏନେଇ ନୂଆ ଫୌଜଦାରୀ ଆଇନ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଇନରେ ବ୍ୟାପକ ସଂସ୍କାର ଆଣାଯାଇଛି ବୋଲି କହିଛନ୍ତି ।

ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

Show More

Related Articles

Back to top button