Breaking PLUSଦେଶ ବିଦେଶମୁଖ୍ୟ ଖବର

ଭବ୍ୟ ରାମ ମନ୍ଦିର ନକ୍ସା ଅନୁମୋଦନ ପାଇଁ ଆବେଦନ

ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ପାଇଁ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି। ନକ୍ସା ଅନୁମୋଦନ ନିମନ୍ତେ ଆବଶ୍ୟକ ଫି’୬୫,୦୦୦ଟଙ୍କା କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରାଯାଇଛି।

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିର ନକ୍ସାକୁ ଅନୁମୋଦନ ପାଇଁ ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଛି। ନକ୍ସା ଅନୁମୋଦନ ନିମନ୍ତେ ଆବଶ୍ୟକ ଫି’୬୫,୦୦୦ଟଙ୍କା କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରାଯାଇଛି। ଟ୍ରଷ୍ଟିର ଅନ୍ୟତମ ସଦସ୍ୟ ଡକ୍ଟର ଅନିଲ ମିଶ୍ର ଅଯୋଧ୍ୟା ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିକଟରେ ମନ୍ଦିର ନକ୍ସା ସହିତ ଅନ୍ୟାନ୍ୟ କାଗଜପତ୍ର ଶନିବାର ଦାଖଲ କରିଛନ୍ତି। ନକ୍ସାକୁ ଶୀଘ୍ର ଅନୁମୋଦନ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Show More

Related Articles

Back to top button