Breaking PLUSଦେଶମୁଖ୍ୟ ଖବର

ଜୟପୁରରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ

ଜୟପୁର, 7 ଜାନୁଆରୀ – ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ରବିବାର ସକାଳେ ରାଜଭବନ ବିଶ୍ରାମ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଉତ୍ତରୀୟ ଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ କରିବା ସହ ରାଜସ୍ଥାନର ପ୍ରସିଦ୍ଧ ମୀନାକାରୀ କଳା ସ୍ମୃତି ଚିହ୍ନ ଭେଟି ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ରାଜ୍ୟର ବିକାଶ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଓ ସାମ୍ବିଧାନିକ ସଚେତନତା ଉପରେ ଆଲୋଚନା କରିଥିଲେ । ପିଏମ ମୋଦି ଏବେ ତିନିଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି ।

Show More

Related Articles

Back to top button