Breaking PLUSଦେଶମୁଖ୍ୟ ଖବରରାଜନୀତି

ନାଗାଲାଣ୍ଡର ମୋକୋକଚୁଙ୍ଗରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

ମୋକୋକଚୁଙ୍ଗ, 17 ଜାନୁୟାରୀ – କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଚତୁର୍ଥ ଦିନ ବୁଧବାର ନାଗାଲାଣ୍ଡର ମୋକାକଚୁଙ୍ଗରେ ପହଞ୍ଚିଛି । ରାସ୍ତାରେ ରାହୁଲ ଗାନ୍ଧି ରହି ରହି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ଏହି ଅବସରରେ ଅନେକ ବାଇକର୍ସ ମଧ୍ୟ ରହି ଆଲୋଚନା କରିଥିଲେ । ରାହୁଲ ଗାନ୍ଧି ମୋକୋକଚୁଙ୍ଗରେ ଏକ ଜନସଭାରେ ଜାତୀୟ ଓ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଜୟରାମ ରମେଶ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ରାହୁଲଙ୍କ ଯାତ୍ରାରେ ଲୋକଙ୍କ ପ୍ରବଳ ଭିଡ ଜମିଛି ।

Show More

Related Articles

Back to top button