Breaking PLUSଦେଶମୁଖ୍ୟ ଖବର

ଆଜି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ ଗାନ୍ଧି

ଭୋପାଳ- ଲୋକସଭା ନିର୍ବାଚନକୁ ଦୃଷ୍ଟି ରଖି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ମଧ୍ୟପ୍ରଦେଶ ଗସ୍ତ କରିବେ । ଏହି ଅବସରରେ ସେ ମଣ୍ଡଳା ଲୋକସଭା ସିଟର ଅନ୍ତର୍ଗତ ସିଭନୀ ଜିଲ୍ଲାର ଧନୌରା ତଥା ଶହଡୋଲରେ ପାର୍ଟିର ପ୍ରାର୍ଥୀଙ୍କ ସମର୍ଥନରେ ଜନସଭାକୁ ସମ୍ବୋଧିତ କରିବେ । ମଣ୍ଡଳାରୁ କଂଗ୍ରେସ ବିଧାୟକ ଓମକାର ସିଂହ ମରକାମ ଓ ଶହଡୋଲରୁ ବିଧାୟକ ଫୁନ୍ଦେଲାଲ ସିଂହ ମାର୍କୋଙ୍କୁ ପ୍ରାର୍ଥୀ କରିଛି ।

Show More

Related Articles

Back to top button