ଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଅସୁସ୍ଥ

ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ସ୍ୱାସ୍ତ୍ୟବସ୍ଥା ଖରାପ୍ । ବର୍ତ୍ତମାନ ମହାରାଣୀଙ୍କୁ ୯୬ ବର୍ଷ ହୋଇଥିଲାବେଳେ ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି । ଗତ କିଛି ଦିନ ହେବଏପିସୋଡିକ୍‌ ମୋବିଲିଟିର ରୋଗରେ ପୀଡ଼ିତ ଥିଲେ ।  ଏନେଇ ବଙ୍କିଘମ ପ୍ୟାଲେସ ପକ୍ଷରୁ ଜାରି ହୋଇଥିବା ଏକ ବୟାନରୁ ସୂଚନା ମିଳିଛି ।

ମହାରାଣୀ ବର୍ତ୍ତମାନ ସ୍କଟଲ୍ୟାଣ୍ଡରେ ରହିଥିବାବେଳେ ପୁଅ ପ୍ରିନ୍ସ ଚାର୍ଲ୍ସ , ତାଙ୍କର ପତ୍ନୀ କ୍ୟାମିଲା , ନାତି ପ୍ରିନ୍ସ ୱିଲିୟମ୍ସ ଏବେ ସ୍କଟଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେମାନେ ମହାରାଣୀଙ୍କ ସହ ରହିବେ । ମହାରଣୀ ସେଠାକୁ ସମର ବ୍ରେକ୍‌ ପାଇଁ ଯାଇଥିଲେ ।

 

Show More

Related Articles

Back to top button