Breaking PLUSଓଡ଼ିଶାମୁଖ୍ୟ ଖବର

କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ତାଳବଣିଆ ଥାନା ASI ସସପେଣ୍ଡ

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଳ ସିଂ

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା । ପୁରୀ ତାଳବଣିଆ ଥାନା ଏଏସ୍ଆଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କ ନାଁ ଲକ୍ଷ୍ମଣ ସରନ । ଏଏସ୍ଆଇ ଲକ୍ଷ୍ମଣ ସରନଙ୍କୁ ସସପେଣ୍ଡ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଳ ସିଂ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗ୍ରୀଡକୋ ଛକରେ କର୍ତ୍ତବ୍ୟରେ ଅବହେଳା କରିଥିଲେ ଏଏସ୍ଆଇ । ଏସ୍‌ପିଙ୍କ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଏଏସ୍ଆଇଙ୍କ ଅବହେଳା ସ୍ପଷ୍ଟ ହୋଇଥିଲା ।

Show More

Related Articles

Back to top button