Breaking PLUSଓଡ଼ିଶାମୁଖ୍ୟ ଖବର

ଯୁକ୍ତ ତିନି ସେମିଷ୍ଟର ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ସେପ୍ଟେମ୍ବର ୨୯ରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନ ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ଷଷ୍ଠ ସେମିଷ୍ଟର ପରୀକ୍ଷା ।

ଭୁବନେଶ୍ୱର: ସେପ୍ଟେମ୍ବର ୨୯ରୁ ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନ ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବ ଷଷ୍ଠ ସେମିଷ୍ଟର ପରୀକ୍ଷା । ସେପ୍ଟେମ୍ବର ୨୯ ରୁ ଆରମ୍ଭ ହୋଇ ଅକ୍ଟୋବର ୩ରେ ଶେଷ ହେବ ପରୀକ୍ଷା । ସମସ୍ତ ଥିଓରି ପେପର୍ ପାଇଁ ୧ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ୧ ଘଣ୍ଟାରେ ଓ ଏମ୍ ଆର୍ ବେସଡ ମଲ୍ଟିପୂଲ୍ ଚଏସ୍ ଥିଓରୀ ପରୀକ୍ଷା ହେବ । ସେହିପରି ସେପ୍ଟେମ୍ବର ୨୨ ରୁ ୨୬ ମଧ୍ୟରେ ଅନଲାଇନରେ ହେବ ପ୍ରାକ୍ଟିକାଲ ପରୀକ୍ଷା । ଯଦି ଅନଲାଇନ ସୁବିଧା ନ ଥାଏ ଛାତ୍ରଛାତ୍ରୀ କଲେଜ୍ ଆସି ପ୍ରାକ୍ଟିକାଲ ପରିକ୍ଷା ଦେଇ ପାରିବେ ।

Show More

Related Articles

Back to top button