Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର
ସିବିଆଇ ଜାଲରେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର

କଟକ: ସିବିଆଇ ଜାଲରେ ଧରା ପଡ଼ିଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର। ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘର ଏବଂ ପାରାଦୀପ କାର୍ଯ୍ୟାଳୟରେ ସିବିଆଇ ରେଡ୍। ଦୀର୍ଘଦିନ ଧରି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଆର୍ଥିକ ଅନିୟମିତତାକୁ ନେଇ ହୋଇଛି ସିବିଆଇ ରେଡ୍। ସୂଚନା ମୁତାବକ ପାରାଦୀପ ପୋର୍ଟ ବହୁତ କ୍ଷତି ସହିଛି। ଯାହାକୁ ନେଇ ହେଉଛି ସିବିଆଇ ରେଡ।