Breaking PLUSଦେଶମୁଖ୍ୟ ଖବରରାଜନୀତି

ଦୁଇ ଦିବସୀୟ ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ 2023ର ଶୁଭାରମ୍ଭ କଲେ ପିଏମ ମୋଦି

ଡେରାଡୁନ, 8 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେରାଡୁନରେ ଦୁଇ ଦିନିଆ ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ 2023ର ଶୁଭାରମ୍ଭ କରିଛନ୍ତି ।
ସାଂସ୍କୃତିକ ଦଳ ପକ୍ଷରୁ ଆୟୋଜିତ ଗୀତ କାର୍ଯ୍ୟକ୍ରମ ଦ୍ୱାରା ପିଏମ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହଧାମୀ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଗୁରମିତ ସିଂହ, ବାବା ରାମଦେବଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ।
ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏହି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟର ଥିମ୍ ପିସ୍ ଟୁ ପ୍ରସରେରିଟି ରଖାଯାଇଛି ।
ଇନଭେଷ୍ଟର୍ସ ସମିଟରେ ଦେଶ ଦୁନିଆର ହଜାରରୁ ଅଧିକ ଇନଭେଷ୍ଟର୍ସ ସାମିଲ ହୋଇଛନ୍ତି ।

Show More

Related Articles

Back to top button