Breaking PLUSଦେଶମୁଖ୍ୟ ଖବର

ଆର.ଭେଙ୍କେଟରମଣଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, 4 ଡିସେମ୍ବର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ରାଷ୍ଟ୍ରପତି ଭବନରେ ପୂର୍ବ ରାଷ୍ଟ୍ରପତି ଆର.ଭେଙ୍କେଟେରମଣଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ ଭେଙ୍କେଟେରମଣଙ୍କ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

Show More

Related Articles

Back to top button