Breaking PLUSଆଇନ କାନୁନଓଡ଼ିଶାଦେଶଦେଶ ବିଦେଶବିଧାନସଭାମୁଖ୍ୟ ଖବରସଂସଦ

ORISSA ରୁ ODISHA କରିବାକୁ ସାସଂଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବି :

ଓଡିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ବିଜେଡି ଏମପି ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର : ଓଡିଶା ହାଇକୋର୍ଟର ନାମ ପରିବର୍ତ୍ତନ କରିବାକୁ ବିଜେଡି ଏମପି ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ଇଂରାଜୀରେ ଓରିଶା (ORISSA) ବଦଳରେ ଓଡିଶା (ODISHA) ହାଇକୋର୍ଟ କରିବାକୁ ସେ ଦାବି କରିଛନ୍ତି। ସ୍ୱତନ୍ତ୍ର ଆଇନ ବଳରେ ନାମ ପରିବର୍ତ୍ତନ ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଆମ ରାଜ୍ୟର ନାମ (ORISSA) ଲେଖାଯାଉଥିଲା । ପରବର୍ତ୍ତୀ ସମୟରେ ରାଜ୍ୟର ନାମ ପରିବର୍ତ୍ତନ କରି (ODISHA) ଲେଖାଗଲା । ଏହା ପରେ ସରକାରୀ ଓ ବେସରକାରୀ ଫାଇଲରେ ମଧ୍ୟ ନାଁ ବଦଳାଯାଇଥିଲା । ତେବେ ଆଜି ଇଂରାଜୀ ଓରିଶା ହାଇକୋର୍ଟ ବଦଳରେ ଓଡିଶା ହାଇକୋର୍ଟ ରଖିବାକୁ ଏମସି ପ୍ରସନ୍ନ ଆଚାର୍ଯ୍ୟ ଦାବି ରଖିଛନ୍ତି ।

Show More

Related Articles

Back to top button