Breaking PLUSଓଡ଼ିଶାମୁଖ୍ୟ ଖବର
ଥାନା ଆଗରେ ପୋଲସ ଜନତା ମୁହାଁମୁହିଁ

ଭୁବନେଶ୍ୱର- ବଲାଙ୍ଗିର ତୁଷୁରା ଥାନାରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି ଓ ମୁହାଁମୁହିଁ ହୋଇଛନ୍ତି । ପୋଲିସକୁ ଲୋକଙ୍କ ଆକ୍ରମଣ, ପୋଲିସ ବି ଗୋଡ଼ାଇ ପିଟିଲା । ପୂର୍ବରୁ ଗୋଦାମପଡ଼ା-ପତିତପାବନପଡ଼ା ମଧ୍ୟରେ ସଂଘର୍ଷ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରତିବାଦ କରୁଥିଲେ ଗୋଦାମପଡ଼ାବାସୀ । ପ୍ରତିବାଦ ବେଳେ ପୋଲିସ ସହ ମୁହାଁମୁହିଁ ସ୍ଥିତି, ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।