Breaking PLUSଓଡ଼ିଶାମୁଖ୍ୟ ଖବର
ରେଭେନ୍ସା ଛାତ୍ରଙ୍କୁ ଆକ୍ରମଣ, ଜଣେ ଗିରଫ
ଭୁବନେଶ୍ୱର – ରେଭେନ୍ସା ପରିସରରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣା । ଛାତ୍ର ବିଜେଡି ନେତା ବବି ଖାନ୍ଙ୍କୁ ଗିରଫ କଲା ମାଲଗୋଦାମ ପୋଲିସ । କାଲି ସହଯୋଗୀଙ୍କ ସହ ବବି ଖାନ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।