Breaking PLUSଦେଶମୁଖ୍ୟ ଖବର

ଗାଜିଆବାଦରେ ଆଜି ସନ୍ଧ୍ୟାରେ ପିଏମ ମୋଦିଙ୍କ ରୋଡ୍ ଶୋ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗାଜିଆବାଦରେ ବିଜେପିର ରୋଡ ସୋରେ ଭାଗ ନେବେ । ଅତୁଲ ଗର୍ଗଙ୍କୁ ଏଠାରେ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ଏଠାରେ ଜୋରଦାର ପ୍ରସ୍ତୁତ କରାଯାଇଛି । ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ରହିଛି । ଗାଜିଆବାଦ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ରୋଡ ସୋର ସାକ୍ଷୀ ହେବାକୁ ଗର୍ଗ ଅନୁରୋଧ କରିଛନ୍ତି । ଆଜି ସନ୍ଧ୍ୟାରେ ପିଏମ ତାଙ୍କ ଆଶୀର୍ବାଦ ଦେବାକୁ ଗାଜିଆବାଦ ଆସୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button