Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

10ରେ ଭୁବନେଶ୍ୱରରେ ପିଏମ ମୋଦିଙ୍କ ରୋଡ୍ ସୋ

ଭୁବନେଶ୍ୱର- ମେ 10ରେ ଭୁବନେଶ୍ୱରରେ ପିଏମ ମୋଦିଙ୍କ ରୋଡ୍ ସୋ । ମେ’ ୫ ପରେ ମେ’ ୧୦ରେ ଓଡିଶା ଗସ୍ତରେ ପୁଣି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨ ଦିନିଆ ଓଡିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ଗସ୍ତ ପରେ ୧୦ରେ ଆସିବେ ମୋଦି। ୧୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱରରେ ରୋଡ୍ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ୧୧ ତାରିଖରେ ବଲାଙ୍ଗୀର ସାଧାରଣ ସଭାରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Show More

Related Articles

Back to top button