Breaking PLUSଦେଶମୁଖ୍ୟ ଖବର

ଜବାହାରଲାଲ ନେହେରୁଙ୍କ ସ୍ମରଣ କଲେ ପିଏମ ମୋଦି

ନୂଆଦିଲ୍ଲୀ, 14 ନଭେମ୍ବର – ଆଜି ହେଉଛି ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ଏହି ଅବସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି ଲେଖିଛନ୍ତି ଯେ, ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

Show More

Related Articles

Back to top button