Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି
ଆଜି ସଂନ୍ଧ୍ୟା ୬ଟା ସମୟରେ ଦେଶବାସୀଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ କାଳରେ ଆଜି (ମଙ୍ଗଳବାର) ସନ୍ଧ୍ୟା ୬ଟାରେ ଦେଶର ଜନସାଧାରଣ ମାନଙ୍କ ପାଇଁ ଏକ ବାର୍ତା ଜାରି କରିବେ । ଅର୍ଥାତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଖୋଦ୍ ମୋଦି ଏ ସମ୍ପର୍କରେ ଟ୍ବିଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି , 'ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବି। ଆପଣମାନେ ନିଶ୍ଚୟ ଯୋଡି ହେବେ ।'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ କାଳରେ ଆଜି (ମଙ୍ଗଳବାର) ସନ୍ଧ୍ୟା ୬ଟାରେ ଦେଶର ଜନସାଧାରଣ ମାନଙ୍କ ପାଇଁ ଏକ ବାର୍ତା ଜାରି କରିବେ । ଅର୍ଥାତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଖୋଦ୍ ମୋଦି ଏ ସମ୍ପର୍କରେ ଟ୍ବିଟ୍ କରି ଜଣାଇଛନ୍ତି । ସେ ଲେଖିଛନ୍ତି , ‘ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବି। ଆପଣମାନେ ନିଶ୍ଚୟ ଯୋଡି ହେବେ ।’
ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାପରେ ଦେଶର ଲୋକମାନଙ୍କ ମନରେ ପୁଣି ଥରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କେଉଁ ବାତ୍ତା ଦେବେ ତାହା ଜାଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ସୃଷ୍ଟି ହୋଇଛି ।