Breaking PLUSଦେଶମୁଖ୍ୟ ଖବରରାଜନୀତି

ଏମପିଙ୍କ ଘରୁ ୩୫୧ କୋଟି ଜବତ ଘଟଣା, ପୁଣି କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ପୂର୍ବତନ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଘର ଏବଂ ବିଭିନ୍ନ ପ୍ରତିସ୍ଥାନରୁ ୩୫୦ କୋଟି ଟଙ୍କା ଏବଂ ୩ କେଜି ସୁନା ଜବତ ମାମଲାରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକପ୍ରିୟ ୱେବସିରିଜ ‘ମନି ହାଇଷ୍ଟ’କୁ ଇଙ୍ଗିତ କରି ସେ କହିଛନ୍ତି କଂଗ୍ରେସ ଗତ ୭୦ ବର୍ଷ ହେଲା ଦେଶକୁ ଲୁଟ କରିଛି।

ଭାରତରେ କଂଗ୍ରେସ ଥାଉ ଥାଉ ଥାଉ ‘ମନି ହାଇଷ୍ଟ’ର ଆବଶ୍ୟକ ନାହିଁ। କାରଣ ଗଲା ୭୦ ବର୍ଷ ଧରି କଂଗ୍ରେସ ଦେଶକୁ ଲୁଟୁଛି ଏବଂ ଲୁଟି ଚାଲିଛି। ମଙ୍ଗଳବାର ଭାଜପା ପୋଷ୍ଟ କରିଥିବା ଏକ ଭିଡିଓକୁ ଶେୟାର କରି ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି।

Show More

Related Articles

Back to top button