Breaking PLUSଦେଶମୁଖ୍ୟ ଖବର

ଶ୍ରୀକଳ୍କୀ ଧାମ ମନ୍ଦିର ପାଇଁ ଶିଳାନ୍ୟାସ କଲେ ପିଏମ ମୋଦି

ସଂଭଲ, 19 ଫେବୃୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ସଂଭଲ ଜିଲ୍ଲାରେ ଶ୍ରୀକଳ୍ପୀ ଧାମ ମନ୍ଦିର ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀକଳ୍କୀ ଧାମ ମନ୍ଦିରର ମଡେଲର ଅନାବରଣ କରିଥିଲେ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଏହି ଅବସରରେ ଜୁନା ଆଖଡାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ଅବଧେଶାନନ୍ଦ ଗିରି, ବୃନ୍ଦାବନର ସଦଗୁରୁ ଋତେଶ୍ୱର ଜୀ ମହାମରାମ ଓ ମହାମଣ୍ଡଳେଶ୍ୱର କୈଳାସନନ୍ଦ ଗିରି ମହାରାଜ ପ୍ରମୁଖ ଉପସ୍ଥିତି ଥିଲେ ।

Show More

Related Articles

Back to top button