Breaking PLUSଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଫଳାଫଳ

ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଯୁକ୍ତ ୨ ସହ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ।

ଭୁବନେଶ୍ୱର : ପ୍ରାକାଶ ପାଇବ ଯୁକ୍ତ ୨ କଳା ଫଳାଫଳ । ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଯୁକ୍ତ ୨ ସହ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ଅଗଷ୍ଟ ଶେଷ ସପ୍ତାହରେ ପରିକ୍ଷା ଫଳ ହେବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ସିଏଚ୍ ଏସିର କିଛି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାରୁ ଫଳା ଫଳ ବାହାରିବା ନେଇ ବିଳମ୍ବ ହୋଇଛି ।

Show More

Related Articles

Back to top button