Breaking PLUSଦେଶ ବିଦେଶମୁଖ୍ୟ ଖବର

ଅକ୍ସିଜେନ୍ କନସେନଟ୍ରେଟ୍ କଳାବଜାର ମାମଲା : ଗିରଫ ହେଲେ ଅଭିଯୁକ୍ତ ନବନୀତ କାଲରା

ଅକ୍ସିଜେନ୍ ବ୍ଲାକ୍ ମାର୍କେଟିଂ ମାମଲାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନବନୀତ୍ କାଲରାଙ୍କୁ ଗିରଫ କରିଛି । ନିକଟରେ ହୋଇଥିବା ଚଢାଉ ସମୟରେ ନବନୀତ ତିନୋଟି ରେଷ୍ଟୁରାଣ୍ଟ 'ଖାନ ଚାଚା', 'ନେଗା ଜୋ' ଏବଂ 'ଟାଉନ ହଲ'ରୁ ୫୨୪ ଅକ୍ସିଜେନ୍ କନସେନଟ୍ରେଟ୍ ଜବତ କରାଯାଇଥିଲା । ତେବେ ନିଜ ପରିବାର ସହ ଦିଲ୍ଲୀ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଥିଲା ।

ଅକ୍ସିଜେନ୍ ବ୍ଲାକ୍ ମାର୍କେଟିଂ ମାମଲାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନବନୀତ୍ କାଲରାଙ୍କୁ ଗିରଫ କରିଛି । ନିକଟରେ ହୋଇଥିବା ଚଢାଉ ସମୟରେ ନବନୀତ ତିନୋଟି ରେଷ୍ଟୁରାଣ୍ଟ ‘ଖାନ ଚାଚା’, ‘ନେଗା ଜୋ’ ଏବଂ ‘ଟାଉନ ହଲ’ରୁ ୫୨୪ ଅକ୍ସିଜେନ୍ କନସେନଟ୍ରେଟ୍ ଜବତ କରାଯାଇଥିଲା । ତେବେ ନିଜ ପରିବାର ସହ ଦିଲ୍ଲୀ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଥିଲା ।

ମେ ୫ ରେ, କାଲରା ବିରୋଧରେ ଧାରା ୪୨୦ (ଜାଲିଆତି), ୧୮୮ (ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା), ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଏବଂ ଭାରତୀୟ ଦଣ୍ଡବିଧି ଆଇନର ୩୪ (ସମାନ ଉଦ୍ଦେଶ୍ୟରେ କାର୍ଯ୍ୟ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ଅକ୍ସିଜେନ୍ କନସେନଟ୍ରେଟ୍ ବ୍ଲାକ ମାର୍କେଟିଂ ପାଇଁ ଜରୁରୀ ଆଇନ ଏବଂ ଏପିଡେମିକ୍ ନିୟମ ଅନୁଯାୟୀ ଏକ FIR ପଞ୍ଜିକୃତ ହୋଇଥିଲା ।

Show More

Related Articles

Back to top button