
ଅଭିନେତା ବା ଅଭିନେତ୍ରୀଙ୍କ ପାଇଁ ସବଠାରୁ ବଡ଼ ସ୍ବପ୍ନ ଓସ୍କାର ଆୱାର୍ଡ । ସାରା ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ଏହି ଆୱାର୍ଡ ମିଳିଥାଏ । ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଟାଇମ ୧୦୦ ଇମ୍ପ୍ୟାକ୍ଟ ଆୱାର୍ଡ ମିଳିଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହି ସମ୍ବନ୍ଧୀୟ ଏକ ପୋଷ୍ଟ ଶେୟାର କରି ଦୀପିକା ଲେଖିଛନ୍ତି ଯେ, ସୋମବାର ସକାଳ ମୋ ପାଇଁ ବହୁତ ଶୁଭ ବୋଲି ସେ ଲେଖିଛନ୍ତି ।