ଓଡ଼ିଶାସ୍ୱତନ୍ତ୍ର

ଅମ୍ଲାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ଓଡିଶା ହେବ ରକ୍ତହୀନତା ମୁକ୍ତ

ଅମ୍ଲାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏଣିକି ରାଜ୍ୟରୁ ମୁକ୍ତ ହେବ ରକ୍ତହୀନତା ରୋଗ । ଏହି ଯୋଜନା ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ । ଏଥିରେ ଳାଭବାନ ହେବେ ୧.୩୭ କୋଟି ଲୋକ ।

ରାଜ୍ୟରେ ରକ୍ତହୀନତା ରୋଗୀକୁ ଦୂର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ବଳିଷ୍ଠ କାର୍ଯ୍ୟକ୍ରମ । ସେହିପରି ମହିଳା, ଶିଶୁ ଓ ଗର୍ଭବତୀ ମହିଳା ଯୋଜନାରେ ଏହି ଫୋକସରେ ରହିବେ ।

Show More

Related Articles

Back to top button