Breaking PLUSଓଡ଼ିଶାମୁଖ୍ୟ ଖବର

ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା

ପୁଣି ରାଜ୍ୟକୁ ଲେଉଟିଛି ଶୀତ। କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଖୁବ ଥଣ୍ଡା ଅନୁଭବ ହେଉଛି। ଗୁରୁବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି।

ପୁଣି ରାଜ୍ୟକୁ ଲେଉଟିଛି ଶୀତ। କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ଖୁବ ଥଣ୍ଡା ଅନୁଭବ ହେଉଛି। ଗୁରୁବାର ରାଜ୍ୟର ୮ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଫୁଲବାଣୀ ୫.୫ ଡିଗ୍ରୀ ସହ ସବୁଠାରୁ ଥଣ୍ଡା ସହର। ସେହିପରି ଦାରିଙ୍ଗବାଡି ୮, କୋରାପୁଟ ୮.୫, ଝାରସୁଗୁଡା ୯.୨, କେନ୍ଦୁଝର ୯.୪, ସୁନ୍ଦରଗଡ ୯.୫, ବଲାଙ୍ଗୀର ୯.୫, ଭବାନୀପାଟଣା ୯.୮, କଟକ ୧୩.୪ ଓ ଭୁବନେଶ୍ୱର ୧୪.୭ ରେକର୍ଡ କରାଯାଇଛି।

Show More

Related Articles

Back to top button