Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢୁଛି ସଂକ୍ରମଣ, ଗତ ୨୪ ଘଣ୍ଟାରେ ୧୧,୦୯୯ ଆକ୍ରାନ୍ତ ଚିହ୍ନଟ

ରାଜ୍ଯରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଦେଖି ଆଜିଠାରୁ ଲାଗୁ ହୋଇଛି ଦ୍ବିତୀୟ ପର୍ଯ୍ଯାୟ ଲକଡାଉନ। ରାଜ୍ଯରେ ଗତ ୨୪ ଘଣ୍ଟାରେ ଆଉ ୧୧, ୦୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୨୧୪ କ୍ବାରେଣ୍ଟାଇନ କେସ ରହିଥିବା ବେଳେ ଲୋକାଲ କେସ୍ ୪୮୮୫ ରହିଛି।

ଗୋଟିଏ ଦିନ ପରେ ଖୋର୍ଦ୍ଧାରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୧୫୬୬ ଜଣ ପଜିଟିଭ୍ ବାହାରିଥିବାବେଳେ ଆଜି ୧୪୬୦ ନୂଆ କେସ୍ ରହିଛି। ଅର୍ଥାତ୍ ୬୫୭ ନୂଆ ପଜିଟିଭ୍ ବାହାରିଛନ୍ତି। ଦ୍ୱିତୀୟ ଆକ୍ରାନ୍ତ ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲାରୁ ୯୮୩ ନୂଆ କେସ୍ ରହିଛି। କଟକରେ ୮୬୭ ପଜିଟିଭି କେସ୍ ମିଳିଛି। ସେହିଭଳି କଳାହାଣ୍ଡିରୁ ୨୯୯ ଓ ପୁରୀରୁ ୩୫୬ ପଜିଟିଭ୍ ବାହାରିଛନ୍ତି। ୫୬ହଜାର ୬୮୪ ଟେଷ୍ଟିଂ ମଧ୍ୟରୁ ୧୦ହଜାର ୩୨୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୁଳରେ ୫୫୨ ନୂଆ କେସ ଦେଖିବାକୁ ମିଳିଛି।

Show More

Related Articles

Back to top button