Breaking PLUSଓଡ଼ିଶାମୁଖ୍ୟ ଖବର

ଶୋଇଥିବାବେଳେ ଯୁବକଙ୍କୁ ଗଳାକାଟି ହତ୍ୟା

ଶୋଇଥିବାବେଳେ ଯୁବକଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ । ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛନ୍ତି । ମୃତ ଯୁବକ ଜଣକ ନୀଳମଣି ବେହେରା ।

ଶୋଇଥିବାବେଳେ ଯୁବକଙ୍କୁ ଗଳାକାଟି ହତ୍ୟା କଲେ ଦୁର୍ବୃତ୍ତ । ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛନ୍ତି । ମୃତ ଯୁବକ ଜଣକ ନୀଳମଣି ବେହେରା ।

କଳାହାଣ୍ଡି ଜିଲା ଲାଞ୍ଜିଗଡ ଅଞ୍ଚଳର ନୀଳମଣି ଗତ ରାତିରେ ଘର ସାମ୍ନାରେ ଶୋଇଥିଲେ । ଏହି ସମୟରେ କେହିଁ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛି । ଲାଞ୍ଜିଗଡ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି । ଏଥିସହ ଦୁର୍ବୃତ୍ତଙ୍କୁ ଧରିବ ପାଇଁ ଲାଞ୍ଜିଗଡ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

Show More

Related Articles

Back to top button