Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶାରେ ଜୁଲାଇ ଓ ଅଗଷ୍ଟରେ ସ୍ୱଭାବିକ ଠାରୁ କମ ବର୍ଷା: ଆଇଏମଡି ଡିଜି

ଓଡିଶାରେ ଜୁଲାଇ ଓ ଅଗଷ୍ଟରେ ହୋଇଛି କମ୍ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମ୍ ଏହାର ମୁଖ୍ୟ କାରଣ। ଆଗାମୀ ୫ ଦିନରେ ବେଶି ବର୍ଷାର ଆକଳନ ନାହିଁ। ଏହାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି।

ଓଡିଶାରେ ଜୁଲାଇ ଓ ଅଗଷ୍ଟରେ ହୋଇଛି କମ୍ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମ୍ ଏହାର ମୁଖ୍ୟ କାରଣ। ଆଗାମୀ ୫ ଦିନରେ ବେଶି ବର୍ଷାର ଆକଳନ ନାହିଁ। ଏହାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି।

ଡିଜିଙ୍କ କହିବା ଅନୁଯାୟୀ, ପ୍ରତି ବର୍ଷ ୧୩ ଓ ୧୪ଟି ଲଘୁଚାପ ସୃଷ୍ଟି ହୋଇଥାଏ। ସେହି ତୁଳନାରେ ଚଳିତ ବର୍ଷ କମ୍ ଲଘୁଚାପ ହୋଇଛି। ତେବେ ଏହାକୁ ନେଇ ଚାଷୀମାନେ ଚିନ୍ତା କରିବାର କାରଣ ନାହିଁ ବୋଲି ସେ କହିଛନ୍ତି।

Show More

Related Articles

Back to top button