Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ରାତି 10ଟାରୁ ସକାଳ 5ଟା ଯାଏ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କଲେ ସରକାର

ଆଜି ରାତିରେ ନାଇଟ୍ କର୍ଫ୍ୟୁ । ଦିନକ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ରାତି 10ଟାରୁ ସକାଳ 5ଟା ଯାଏ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।

ଆଜି ରାତିରେ ନାଇଟ୍ କର୍ଫ୍ୟୁ । ଦିନକ ପାଇଁ ନାଇଟ୍ କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଆଜି ରାତି 10ଟାରୁ ସକାଳ 5ଟା ଯାଏ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି ।

ତେବେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଜିରୋ ନାଇଟ ପାଳନ କରିବାର ଆଶଙ୍କା ଦେଖା ଦେଇଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି ।

ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନକୁ ବନ୍ଦ କରାଯାଇଛି । ତାପୂର୍ବରୁ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ସରକାର । ଗତକାଲି ଜାନୁଆରୀ ମାସ ପାଇଁ ନୂଆ ଗାଇଡଲାଇନ ସହ ରାଜ୍ୟ ସରକାର ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲଗାଇଥିଲେ । ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖରେ ସର୍ବସାଧାରଣ ସ୍ଥାନରେ ଲୋକଙ୍କ ଭିଡ଼ ଉପରେ କଟକଣା ଜାରି ହୋଇଛି

Show More

Related Articles

Back to top button